FirstRanker Logo

FirstRanker.com - FirstRanker's Choice is a hub of Question Papers & Study Materials for B-Tech, B.E, M-Tech, MCA, M.Sc, MBBS, BDS, MBA, B.Sc, Degree, B.Sc Nursing, B-Pharmacy, D-Pharmacy, MD, Medical, Dental, Engineering students. All services of FirstRanker.com are FREE

📱

Get the MBBS Question Bank Android App

Access previous years' papers, solved question papers, notes, and more on the go!

Install From Play Store

Download NIOS 10th Class Oct 2014 233 Oriya Question Paper

Download NIOS (National Institute of Open Schooling) Class 10 (Secondary) Oct 2014 233 Oriya Question Paper

This post was last modified on 22 January 2020

This download link is referred from the post: NIOS 10th Class (Secondary) Last 10 Years 2010-2020 Previous Question Papers || National Institute of Open Schooling


Firstranker's choice

FirstRanker.com


This Question Paper consists of 25 questions and 5 printed pages.

--- Content provided by FirstRanker.com ---

ଏହି ପ୍ରଶ୍ନପତ୍ରରେ ମୋଟ 25 ଟି ପ୍ରଶ୍ନ ଅଛି ଏବଂ 5 ମୁଦ୍ରିତ ପୃଷ୍ଠା ଅଛି ।

Roll No.
ରୋଲ୍ ଲମ୍ବର୍
Day and Date of Examination
ପରୀକ୍ଷାର ଦିନାଙ୍କ ଓ ତାରିଖ
ODIA
(ଓଡ଼ିଆ)

--- Content provided by FirstRanker.com ---

(233)
Signature of Invigilators
ପରୀକ୍ଷକ ମାନଙ୍କ ହସ୍ତାକ୍ଷର / ନିରୀକ୍ଷକଙ୍କ ସ୍ବାକ୍ଷର
1. Code No. 49/S/O/OR
କୋଡ୍ ନମ୍ବର୍ Set A
2.

ସାଧାରଣ ନିର୍ଦେଶାବଲୀ :

  1. ପ୍ରଶ୍ନପତ୍ରର ପ୍ରଥମ ପୃଷ୍ଠାରେ ପରୀକ୍ଷାର୍ଥୀ ନିଜର ରୋଲ୍ ନମ୍ବର ନିର୍ଦ୍ଦିଷ୍ଟ ସ୍ଥାନରେ ନିଶ୍ଚିତ ଲେଖନ୍ତୁ ।
  2. ପ୍ରଶ୍ନପତ୍ରର ସମସ୍ତ ମୁଦ୍ରିତ ପୃଷ୍ଠା ଓ ପ୍ରଶ୍ନସଂଖ୍ୟା ପ୍ରଶ୍ନପତ୍ରର ପ୍ରଥମ ପୃଷ୍ଠାରେ ଦିଆଯାଇଥିବା ସଂଖ୍ୟା ସହ ମିଳାଇ ନିଅନ୍ତୁ । ପ୍ରଶ୍ନଗୁଡ଼ିକ କ୍ରମାନୁଯାୟୀ ଅଛି କି ନାହିଁ ଦେଖ୍ ନିଅନ୍ତୁ ।
  3. --- Content provided by FirstRanker.com ---

  4. ଉତ୍ତର ପୁସ୍ତିକାରେ ସମସ୍ତ ପ୍ରଶ୍ନର ଉତ୍ତର ଲେଖନ୍ତୁ.
  5. ସମସ୍ତ ପ୍ରଶ୍ନର ଉତ୍ତର ନିର୍ଧାରିତ ସମୟ ଭିତରେ ଦେବାକୁ ହେବ.
  6. ଉତ୍ତର ପୁସ୍ତିକାର ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ପରୀକ୍ଷାର୍ଥୀ ଯଦି ନିଜ ରୋଲ୍ ନମ୍ବର ଲେଖନ୍ତି କିମ୍ବା ଅନ୍ୟ କିଛି ଚିହ୍ନ ଦିଅନ୍ତି ତେବେ ପରୀକ୍ଷାର୍ଥୀଙ୍କୁ ଅଯୋଗ୍ୟ ଘୋଷିତ କରାଯିବ.
  7. ପ୍ରଶ୍ନପତ୍ରର କୋଡ୍ ନମ୍ବର 49/S/O/OR ଉତ୍ତର ପୁସ୍ତିକାରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଲେଖନ୍ତୁ.

FirstRanker.com

--- Content provided by FirstRanker.com ---

Firstranker's choice

ସମୟ : 3 ଘଣ୍ଟା ] [ ପୂର୍ଣ୍ଣ ସଂଖ୍ୟା : 100

FirstRanker.com

ODIA
(ଓଡ଼ିଆ)

--- Content provided by FirstRanker.com ---

(233)

ନୋଟ୍ :

  1. ପ୍ରତି ପ୍ରଶ୍ନର ଉତ୍ତର ଦିଅ ।
  2. ପ୍ରତ୍ୟେକ ପ୍ରଶ୍ନ ସମ୍ମୁଖରେ ନିର୍ଧାରିତ ସଂଖ୍ୟା (ମାର୍କ) ସୁଚିତ ହେଇଛି ।

  1. ପ୍ରତିଟି ପ୍ରଶ୍ନର ଉତ୍ତର ଦିଅ.

    --- Content provided by FirstRanker.com ---

    ସନ୍ଧି ବିଚ୍ଛେଦ କର (2 ଟିର)
    ପୀତାମ୍ବର, ସଦିଚ୍ଛା, ଗିରୀଶ, ବନୌଷଧୀ 3
  2. ପରୋକ୍ଷକ୍ତି ରେ ପରିଣତ କର
    ରାମଚନ୍ଦ୍ର କହିଲେ – “ ପିତୃବାକ୍ୟ ପାଳନରେ ମୁଁ ତିଳେହେଲେ କୁଣ୍ଠିତ ନୁହେଁ". 3
  3. ନିମ୍ନଲିଖୂତ ବାକ୍ୟଗୁଡ଼ିକ ମଧ୍ୟରୁ କେଉଁଟି ସରଳ ବାକ୍ୟ, କେଉଁଟି ଜଟିଳ ବାକ୍ୟ ଓ କେଉଁଟି ଯୌଗିକ ବାକ୍ୟ ଚିହ୍ନାଇ ଲେଖ.

    --- Content provided by FirstRanker.com ---

    (A) ମୁଁ ଭାତ ଖାଇ ସ୍କୁଲକୁ ଯାଏ
    (B) ସେମାନଙ୍କର ଉଦ୍ୟମ ସଫଳ ଏବଂ ତାସକେଣ୍ଟ୍ ଚୁକ୍ତି ଫଳରେ ଯୁଦ୍ଧର ଅବସାନ ଘଟିଲା
    (C) ଯେ ଦେଶ ସେବା କରେ, ସେ ପ୍ରଶଂସା ପାଏ. 3
  4. ନିମ୍ନ ପ୍ରତ୍ୟୟ ଗୁଡ଼ିକ ମଧ୍ୟରୁ ଯେକୌଣସି 3ଟି ପ୍ରତ୍ୟେୟକୁ ନେଇ ଗୋଟିଏ ଗୋଟିଏ ଶବ୍ଦ ଗଠନ କର.
    ଆଳି, ଅନୀୟ, ଅନ, ଇଆ, ଉଣି 3
  5. --- Content provided by FirstRanker.com ---

  6. ଏକ ପଦରେ ପ୍ରକାଶ କର.
    ନୀଳ ଅମ୍ବର ଯାହାର, ଘୋଡ଼ା ମୁହଁ ପରି ମୁହଁ ଯାହାର 2
  7. ବିପରୀତାର୍ଥ ବୋଧକ ଶବ୍ଦ ଲେଖ (4ଟିର)
    ଆଲୁଅ, ଇହ, ଓଦା, ନୀତି, ନବୀନ 2
  8. ରୂଢ଼ିମାନଙ୍କର ଅର୍ଥ ଲେଖ (3ଟିର)

    --- Content provided by FirstRanker.com ---

    ନାଟର ଗୋବର୍ଧନ, କଟା ଘା'ରେ ଚୂନ ଦେବା, ଚିତା କାଟିବା, ତିଳକୁ ତାଳ କରିବା 3
  9. ନିମ୍ନଲିଖୂତ ସମୋଚ୍ଚାରିତ ଶବ୍ଦର ଅର୍ଥ ଲେଖ
    କୁଳ-କୂଳ, ଚିର-ଚୀର 2
  10. ‘ଷଠୀ ଘର’ ର ଠିକ୍ ଅର୍ଥଟି ବାଛି ଲେଖ.
    (A) ଯେଉଁ ସ୍ଥାନରେ ଛଅଟି ଘର ଏକାଠି ଥାଏ

    --- Content provided by FirstRanker.com ---

    (B) ଛଅଟି ଘର ମଧ୍ୟରୁ ଷଷ୍ଠ ସ୍ଥାନରେ ଯେଉଁ ଘରଟି ଥାଏ
    (C) ଯେଉଁ ଘରେ ଷଠୀ ଦେବୀଙ୍କର ପୂଜା ହୋଇଥାଏ 1
  11. ହାଣ୍ଡି ଭାସି ଭାସିକା ୟା ପାଖରେ ଲାଗି ଲା’ - ବାକ୍ୟର ହାଣ୍ଡି ପରି ଦୁଇଟି ମାଟିରେ ତିଆରି ଜିନିଷର ନାମ ଲେଖ. 2
  12. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟ ସ୍ଥାନ ପୂରଣ କର.
    ଶହୀଦ ଲକ୍ଷ୍ମଣ ନାଏକଙ୍କ ଗ୍ରାମ ପାଖରେ – ନଦୀ ପ୍ରବାହିତ, ( କାଳିଆଣୀ, କୋଲବା, ଇନ୍ଦ୍ରାବତୀ ) 1
  13. --- Content provided by FirstRanker.com ---

  14. 'ଖ' ସ୍ତମ୍ଭରୁ ଶବ୍ଦ ବାଛି ‘କ' ସ୍ତମ୍ଭର ଶବ୍ଦ ସହ ମିଳାଅ.
    'କ' ସ୍ତମ୍ଭ 'ଖ' ସ୍ତମ୍ଭ
    ସ୍ଵ ଦେଶୀ ତାଲିମ
    କର୍ମ ହିଂସାତ୍ମକ
    ଆନ୍ଦୋଳନ ଦ୍ବି ଧା
    3
  15. ‘ଜୀବନ' ଶବ୍ଦର ଦୁଇଟି ଅର୍ଥ ଲେଖ 1
  16. ‘ନମସ୍କାର' ପରି ଆଉ ଦୁଇଟି ଶବ୍ଦ ଲେଖ. 2
  17. ନିମ୍ନଲିଖୂତ ଶବ୍ଦ ଗୁଡ଼ିକର ଗଦ୍ୟରୂପ ଲେଖ. (2ଟିର)

    --- Content provided by FirstRanker.com ---

    ଜନମ, ଶବଦ, ସିନେହ, ପରବ 1
  18. ନିମ୍ନଲିଖୂତ ଶବ୍ଦ ମାନଙ୍କର ବର୍ତମାନ ପ୍ରଚଳିତ ରୂପ ଲେଖ. (2ଟିର)
    ଦଇବତ, ପ୍ରତକ୍ଷେ, ସଞ୍ଚପି 1
  19. ବନ୍ଧନୀ ମଧ୍ଯରୁ ଠିକ୍ ଶବ୍ଦ ବାଛି ଶୂନ୍ୟ ସ୍ଥାନ ପୂରଣ କର.
    ସୂଚନା ପ୍ରଯୁକ୍ତି ବିଦ୍ୟାର ଏକ ଗୁରୁତ୍ଵପୂର୍ଣ ଅଙ୍ଗ ହେଉଛି – (ମହାକାଶ କାର୍ଯ୍ୟକ୍ରମ, ରେଡିଓ ଓ ଟେଲିଭିଜନ୍, ଦୂର ସଞ୍ଚାର କାର୍ଯ୍ୟକ୍ରମ ) 1
  20. --- Content provided by FirstRanker.com ---

  21. ନିମ୍ନ ଶବ୍ଦଟି କେଉଁ ପ୍ରକାର ପଦ? ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତର ବାଛି ଲେଖ.
    ଖ୍ୟାତ (ବିଶେଷ୍ୟ, ବିଶେଷଣ) 1
  22. ସଂକ୍ଷେପରେ ଉତ୍ତର ଦିଅ (6 ଟିର) 9
    1. ରୋହିଣୀ କିଏ?
    2. ଖଦ୍ୟୋତ କାହାକୁ ମହାନ୍ ଦାନ ଦିଏ
    3. କବିବର ରାଧାନାଥ ରାୟ ତାଙ୍କର ଶେଷ ଜୀବନ କେଉଁଠି ଓ କିଭଳି କଟାଇବେ ବୋଲି ଭାବିଥିଲେ?
    4. --- Content provided by FirstRanker.com ---

    5. ଉତ୍କଳ ଲକ୍ଷ୍ମୀଙ୍କ ଜଳକ୍ରୀଡ଼ା ପାଇଁ କାହାକୁ କାହାକୁ ସରୋବର ଭାବେ ଗ୍ରହଣ କରାଯାଇଛି
    6. ‘ତ୍ରିବେଣୀ’ କହିଲେ କଣ ବୁଝ ?
    7. ଅଗସ୍ତିଙ୍କ ପାଦକୁ କାହା ସହିତ ଓ କାହିଁକି ତୁଳନା କରାଯାଇଛି ?
    8. ଯୁଧୁଷ୍ଠିରଙ୍କ ସହିତ ସ୍ୱର୍ଗଯାତ୍ରା କରିଥିବା କୁକୁରଟିର ବର୍ଣ କିପରି ?
  23. --- Content provided by FirstRanker.com ---

  24. ସଂକ୍ଷେପରେ ଯେକୌଣସି 3 ଟି ପ୍ରଶ୍ନର ଉତ୍ତର ଦିଅ 9
    1. ସୂଚନା ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ 3ଟି ଧାରାର ସୂଚନା ଦିଅ.
    2. ଗାନ୍ଧିଜୀ କଣ ପାଇଁ ଉପବାସ କରୁଥିଲେ?
    3. ପ୍ରାଚୀନ ଓଡ଼ିଶା କେଉଁ ତିନୋଟି ଅଞ୍ଚଳର ମିଶ୍ରଣ ବୋଲି ଲେଖକ କହିଛନ୍ତି?
    4. ବେଣୁଧର ଗଛମୂଳେ ବସି କ'ଣ ଭାବେ?
  25. --- Content provided by FirstRanker.com ---

  26. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ ମଧ୍ୟରୁ ଯେକୌଣସି 3 ଟିର ପ୍ରଶ୍ନର ଉତ୍ତର ଦିଅ. 21
    1. ହିମାଳୟର ହିମଛାୟା ତଳେ ମସୁରୀ ଅନୁସରଣରେ ଲେଖକଙ୍କର ପଞ୍ଜାବୀ ଜାତି ବିଷୟରେ କି ଧାରଣା ଥିଲା?
    2. ପ୍ରାଚୀନ ଓଡ଼ିଶାର ସୀମା ଓ ବିସ୍ତୃତି ସମ୍ପର୍କରେ ଉଲ୍ଲେଖ କର.
    3. ଲକ୍ଷ୍ମଣ ନାଏକ ଲୋକମାନଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ଥିଲେ କାହିଁକି?
    4. ଗଙ୍ଗାମାତାଙ୍କର ଦାନର ସଦୁପଯୋଗ ନ କରିବା ଫଳରେ ଚକୁଳିଆ ପଣ୍ଡାକୁ କି ପରିଣତି ଭୋଗିବାକୁ ହେଲା.
    5. ରେବତୀର ପାଠ ପଢ଼ାକୁ ଜେଜୀମା ବିରୋଧ କରିବାର କାରଣ କଣ?
    6. --- Content provided by FirstRanker.com ---

  27. ଯେକୌଣସି 2 ଟିର ପ୍ରଶ୍ନର ଉତ୍ତର ଦିଅ. 12
    1. ‘ଛୋଟ ମୋର ଗାଆଁଟି' କବିତା ଅବଲମ୍ବନରେ ଗାଁର କେଉଁ କେଉଁ ଦୃଶ୍ୟ ଓ ପରିବେଶ କବିଙ୍କୁ ଆନନ୍ଦ ଦେଇଛି ଆଲୋଚନା କର.
    2. ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ' କବିତା ଅନୁସରଣରେ ପରହିତ ପାଇଁ ଜୀବନ ଉତ୍ସର୍ଗ କରିବା ହିଁ କବିଙ୍କର ଜୀବନର ଲକ୍ଷ – ଆଲୋଚନା କର.
    3. ‘ଉତ୍କଳ ଲକ୍ଷ୍ମୀ' କବିତାରୁ କବିଙ୍କର ପ୍ରକୃତି ପ୍ରାଣତାର ପରିଚୟ ପ୍ରଦାନ କର.
  28. --- Content provided by FirstRanker.com ---

  29. 200 ଟି ଶବ୍ଦ ମଧ୍ଯରେ ଯେକୌଣସି ଗୋଟିଏ ବିଷୟରେ ରଚନା ଲେଖ. 10
    1. ନାରୀ ଶିକ୍ଷା
    2. ମୋ ଜୀବନର ଲକ୍ଷ୍ୟ
    3. ଭାରତର ସ୍ଵାଧୀନତା ଦିବସ
  30. ତୁମ ଜନ୍ମଦିନ ଉତ୍ସବରେ ଯୋଗ ଦେବା ପାଇଁ ଅନ୍ତରଙ୍ଗ ସାଥୀଙ୍କ ନିକଟକୁ ପତ୍ର ଲେଖ.

    --- Content provided by FirstRanker.com ---

    ଅଥବା, ଗ୍ରାମରେ ପାଠାଗାର ପ୍ରତିଷ୍ଠା ପାଇଁ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କୁ ଦରଖାସ୍ତ ଲେଖ. 5
  31. ଓଡ଼ିଆରେ ଅନୁବାଦ କର 2
    1. Bhubaneswar is the capital of Orissa.
    2. Our house is at Puri.

-000-

--- Content provided by FirstRanker.com ---

FirstRanker.com



This download link is referred from the post: NIOS 10th Class (Secondary) Last 10 Years 2010-2020 Previous Question Papers || National Institute of Open Schooling

--- Content provided by FirstRanker.com ---