This download link is referred from the post: NIOS 10th Class (Secondary) Last 10 Years 2010-2020 Previous Question Papers || National Institute of Open Schooling
Firstranker's choice
This Question Paper consists of 25 questions and 5 printed pages.
--- Content provided by FirstRanker.com ---
ଏହି ପ୍ରଶ୍ନପତ୍ରରେ ମୋଟ 25 ଟି ପ୍ରଶ୍ନ ଅଛି ଏବଂ 5 ମୁଦ୍ରିତ ପୃଷ୍ଠା ଅଛି ।
Roll No. ରୋଲ୍ ଲମ୍ବର୍ | Day and Date of Examination ପରୀକ୍ଷାର ଦିନାଙ୍କ ଓ ତାରିଖ |
ODIA (ଓଡ଼ିଆ) | (233) | Code No. --- Content provided by FirstRanker.com --- କୋଡ୍ ନମ୍ବର୍ 51/S/O/OR |
Signature of Invigilators ନିରୀକ୍ଷକଙ୍କ ସ୍ବାକ୍ଷର | Set A |
ପ୍ରଶ୍ନପତ୍ରର ସମସ୍ତ ମୁଦ୍ରିତ ପୃଷ୍ଠା ଓ ପ୍ରଶ୍ନ ସଂଖ୍ୟା ଦେଖୁ ନିଅନ୍ତୁ ।
ସାଧାରଣ ନିର୍ଦ୍ଦେଶାବଳୀ :
- ପ୍ରଶ୍ନପତ୍ରର ପ୍ରଥମ ପୃଷ୍ଠାରେ ପରୀକ୍ଷାର୍ଥୀ ନିଜର ରୋଲ୍ ନମ୍ବର ନିର୍ଦ୍ଦିଷ୍ଟ ସ୍ଥାନରେ ନିଶ୍ଚିତ ଭାବେ ଲେଖନ୍ତୁ ।
- ପ୍ରଶ୍ନ ଗୁଡ଼ିକ କ୍ରମାନୁଯାୟୀ ଅଛି କି ନାହିଁ ପ୍ରଶ୍ନପତ୍ରର ପ୍ରଥମ ପୃଷ୍ଠାରେ ଦିଆଯାଇଥିବା ସଂଖ୍ୟା ସହ ମିଳାଇ ନିଅନ୍ତୁ ।
- ଉତ୍ତର ପୁସ୍ତିକାରେ ସମସ୍ତ ପ୍ରଶ୍ନର ଉତ୍ତର ଲେଖନ୍ତୁ.
- ସମସ୍ତ ପ୍ରଶ୍ନର ଉତ୍ତର ନିର୍ଧାରିତ ସମୟ ଭିତରେ ଦେବାକୁ ହେବ.
- ଉତ୍ତର ପୁସ୍ତିକାର ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ପରୀକ୍ଷାର୍ଥୀ ଯଦି ନିଜ ରୋଲ୍ ନମ୍ବର ଲେଖନ୍ତି କିମ୍ବା ଅନ୍ଯ କିଛି ଚିହ୍ନ ଦିଅନ୍ତି ତେବେ ପରୀକ୍ଷାର୍ଥୀଙ୍କୁ ଅଯୋଗ୍ୟ ଘୋଷିତ କରାଯିବ.
- ପ୍ରଶ୍ନପତ୍ରର କୋଡ୍ ନମ୍ବର 51/S/O/OR ଉତ୍ତର ପୁସ୍ତିକାରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଲେଖନ୍ତୁ.
--- Content provided by FirstRanker.com ---
[ ସମୟ : 3 ଘଣ୍ଟା ] [ ପୂର୍ଣ୍ଣ ସଂଖ୍ୟା : 100
--- Content provided by FirstRanker.com ---
ODIA
(ଓଡ଼ିଆ) (233)
ନୋଟ୍ :
- ପ୍ରତି ପ୍ରଶ୍ନର ଉତ୍ତର ଦିଅ ।
- ପ୍ରତ୍ୟେକ ପ୍ରଶ୍ନ ସମ୍ମୁଖରେ ନିର୍ଧାରିତ ସଂଖ୍ୟା (ମାର୍କ) ସୁଚିତ ହେଇଛି ।
--- Content provided by FirstRanker.com ---
- ଏକ ପଦରେ ପ୍ରକାଶ କର
- ଯାହା କରିବା ଉଚିତ୍
- ପାନ ବ୍ୟବସାୟ ଯାହାର
1
- ପରୋକ୍ଷୋକ୍ତି ରେ ପରିଣତ କର
--- Content provided by FirstRanker.com ---
ହରିବାବୁ ତାଙ୍କ ଚାକରକୁ କହିଲେ “ଏହି କ୍ଷଣି ବଜାରକୁ ଯାଇ ପରିବା ଆଣ ।“1
- ବିପରୀତାର୍ଥ ବୋଧକ ଶବ୍ଦ ଲେଖ (4ଟିର)
ଅଗ୍ର, ଅମୃତ, ଆଦ୍ୟ, କପଟ, କୃତଜ୍ଞ2
- ନିମ୍ନଲିଖୂତ ସମୋଚ୍ଚାରିତ ଶବ୍ଦର ଅର୍ଥ ଲେଖ
ସର-ଶିର, ପୁତ-ପୂତ2
- ରୂଢ଼ିମାନଙ୍କର ଅର୍ଥ ଲେଖ (3ଟିର )
ତିନି ତୁଣ୍ଡରେ ଛେଳି କୁକୁର, ଝିଣ୍ଟିକା ମାରି ବଣି ପୋଷିବା, ଖତ ଗଦାରେ ପଦ୍ମ, ଏକ ଘରକିଆ3
--- Content provided by FirstRanker.com ---
- ନିମ୍ନଲିଖୂତ ବାକ୍ୟଗୁଡ଼ିକ ମଧ୍ୟରୁ କେଉଁଟି ସରଳବାକ୍ୟ, କେଉଁଟି ଜଟିଳ ବାକ୍ୟ, କେଉଁଟି ଯୌଗିକ ବାକ୍ୟ ଚିହ୍ନାଇ ଦିଅ.
- ସେ ଦୋଷ କରିବାରୁ ଦଣ୍ଡ ପାଇଲା
- ଗୋପାଳ ବିଦ୍ୟାଳୟକୁ ଗଲା ଓ ପ୍ରଧାନ ଶିକ୍ଷକଙ୍କୁ ଦେଖାକଲା
- ଯେତେବେଳେ ଶୀତ ପଡ଼ିଲା ସେତେବେଳେ ଲୋକମାନେ ଶୀତବସ୍ତ୍ର ପରିଧାନ କଲେ
3
--- Content provided by FirstRanker.com ---
- ସନ୍ଧି ବିଚ୍ଛେଦ କର (2ଟିର)
- ଧନେଶ୍ଵର
- ଗଙ୍ଗୋଦକ
- ସଦିଚ୍ଛା
- ଦିଗନ୍ତ
--- Content provided by FirstRanker.com ---
3
- ନିମ୍ନଲିଖୂତ ପ୍ରତ୍ୟୟ ମଧ୍ୟରୁ 3ଟି ନେଇ ଗୋଟିଏ ଗୋଟିଏ ଶବ୍ଦ ଗଠନ କର-
ଉରା, ଈୟ, ଆଳ, ରା, ଖାନା3
- ଧ୍ୱନି ସ୍ଥାପନା କରିବା ପାଇଁ କିଏ ଆଜ୍ଞା ଦେଲେ ବୋଲି କବି କହିଛନ୍ତି
- କବି ନିଜେ
- ଶ୍ରୀମୁଖ
- ମହିମା ସ୍ଵାମୀ
1
- ପାଟପୁର ଗ୍ରାମଠାରେ ଅବସ୍ଥିତ
- କଟକ ଜିଲ୍ଲାର ହରହର ପୁର ପ୍ରଗନା
- ଢେଙ୍କାନାଳ ସଦର
- ବାଲେଶ୍ଵର ଜିଲ୍ଲାରେ
1
- ‘ବିଖ୍ୟାତ' ପରି ଆଉ ଦୁଇଟି ଶବ୍ଦ ଲେଖ.
2
- ନିମ୍ନ ଶବ୍ଦଟି କେଉଁ ପ୍ରକାର ପଦ? ବଂଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ
ପ୍ରାକୃତିକ ( ବିଶେଷ୍ୟ, ବିଶେଷଣ)1
- 'କ' ସ୍ତମ୍ଭ 'ଖ' ସ୍ତମ୍ଭ ମିଳାଅ (3ଟିର)
'କ' ସ୍ତମ୍ଭ 'ଖ' ସ୍ତମ୍ଭ ସାଟେଲାଇଟ୍ ଖବରକାଗଜ ସମ୍ବାଦପତ୍ର ଉପଲବ୍ଧ ହେବା ପ୍ରାପ୍ତ ହେବା ପ୍ରେରଣ କରାଯାଉଛି ଶଂସିତ କୃତ୍ରିମ ଉପଗ୍ରହ ପଠେଇ ଦିଆଯାଉଛି 3
- ଗଦ୍ୟ ଭାଷାରେ ନିମ୍ନୋକ୍ତ ପଦଗୁଡ଼ିକ କିପରି ପ୍ରକାଶିତ ହୁଏ? (2ଟିର)
ବିରମେ, ଅମାରେ, ହେରେ ଗୁଣୁଁ2
- ସମାର୍ଥକ ଶବ୍ଦ ବାଛି ଲେଖ
ଅଂଶୁମାନ – ସୂର୍ଯ୍ୟ, ଚନ୍ଦ୍ର, ତାରା1
- ନିମ୍ନ ଶବ୍ଦ ମାନଙ୍କ ମଧ୍ୟରୁ ଗୋଟିଏକୁ ନେଇ ଏକ ବାକ୍ୟ ଗଠନ କର.
ଅଭିସନ୍ଧି, ନୈତିକ1
--- Content provided by FirstRanker.com ---
- ବଂଧନୀ ମଧ୍ଯରୁ ସଠିକ୍ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର.
(କ) ସୁଖ ବୋଲି ଯାହା ____ ନେତ୍ରେ ଦିଶେ ( ଲୋକ, ଜନ, ମାନ)1
- ନିମ୍ନୋକ୍ତ ପ୍ରାଚୀନ ଶବ୍ଦଗୁଡ଼ିକର ବର୍ତମାନ ପ୍ରଚଳିତ ରୂପ ଲେଖ (2ଟିର)
--- Content provided by FirstRanker.com ---
ନେମ, ୟେ, ୟେତେ1
- ସଂକ୍ଷେପରେ ଉତ୍ତର ଦିଅ (6ଟିର)
- ଭୀମଭୋଇଙ୍କ ମତରେ ଏ ସଂସାରକୁ କିଏ ପ୍ରତିପାଳନ କରୁଛନ୍ତି ?
- ଯୁଧୂଷ୍ଠିରଙ୍କ ସ୍ୱର୍ଗାରୋହଣ କବିତାରେ ଛଦ୍ମବେଶୀ କୁକୁର କିଏ ?
- ଜଟିଆ ବୁଢ଼ୀ କିଏ ଓ କେଉଁଠି ରହୁଥୁଲା ?
- ଅମୃତ ସାଙ୍ଗରେ କିଏ ମିତ୍ର ବୋଲି କବି କହୁଛନ୍ତି ?
- ଅଗାଧୁ ଷଣ୍ଢ କିଏ ?
- କୃଷ୍ଣ କାହା ଘରୁ ଲବଣୀ ଚୋରାଇ ଖାଆନ୍ତି ?
- ଖଦ୍ୟୋତ ନିଜ ଜୀବନକୁ ମୂଲ୍ୟହୀନ ଭାବୁଥିଲେ ହେଁ ଆମେ କାହିଁକି ତାର ଜୀବନ ମୂଲ୍ୟବାନ ବୋଲି କହିବା?
--- Content provided by FirstRanker.com ---
9
--- Content provided by FirstRanker.com ---
- ସଂକ୍ଷେପରେ 3ଟି ପ୍ରଶ୍ନର ଉତ୍ତର ଦିଅ
- କୋଶଳ ଦେବୀଙ୍କ ବିରୁଦ୍ଧରେ ପୁତ୍ରଙ୍କର କି ଅଭିଯୋଗ ଥିଲା?
- ଚନ୍ଦ୍ରକୁଟିଆ କିଏ?
- ବାତାବରଣ କିପରି ଆଚରଣକୁ ପ୍ରଭାବିତ କରେ ବୋଲି ପକ୍ଷୀ ବୁଝାଇ ଦେଇଛି?
- ହାଣ୍ଡି ଭିତରେ କ'ଣ ଥିବାର ମା’ ଦେଖ୍ ଲେ?
--- Content provided by FirstRanker.com ---
9
- ନିମ୍ନଲିଖୂତ ପ୍ରଶ୍ନ ଗୁଡ଼ିକ ମଧ୍ୟରୁ ଯେକୌଣସି 3ଟି ପ୍ରଶ୍ନର ଉତ୍ତର ଦିଅ.
- ‘ଏବେ ମଧ୍ୟ ବଞ୍ଚିଛି' ଗଳ୍ପର ସାରକଥା ଉଲ୍ଲେଖ କରି ତା'ର ଆଭିମୁଖ୍ୟ ବିଚାର କର.
- ଭାରତର ଗଣ ମାଧ୍ୟମ ବିଷୟରେ କଲାମଙ୍କ ମତ କ'ଣ ଆଲୋଚନା କର.
- ଶ୍ୟାମବନ୍ଧୁଙ୍କ ପରିବାର ସହିତ ବାସୁ ଦେବର କିପରି ସଂପର୍କ ଗଢ଼ି ଉଠିଲା ସଂକ୍ଷେପରେ ଲେଖ.
- ଚକୁଳିଆ ପଣ୍ଡାର ଜୀବନ ବୃତ୍ତାନ୍ତରୁ ତୁମେ କ'ଣ ଶିଖ୍ଲ?
- ‘ଆମ ଘର ହାଲଚାଲ୍’ ରେ ଲେଖକ କାହିଁକି ନିଜକୁ ଦୋନା ବୁଡ଼ିଆ ଓ ଗୋଠ ଖଣ୍ଡିଆ ବୋଲି କହିଛନ୍ତି?
--- Content provided by FirstRanker.com ---
21
- ଯେକୌଣସି 2ଟି ପ୍ରଶ୍ନର ଉତ୍ତର ଦିଅ.
- କବିତାର ନାମ ‘ଉତ୍କଳ ଲକ୍ଷ୍ମୀ’ ରଖାଯାଇଛି କାହିଁକି? ଆଲୋଚନା କର.
- ଖଦ୍ୟୋତ କାହିଁକି ପ୍ରଶଂସା ଓ ଆଦର ଲାଭ କରେ?
- ‘ମାଟିର ସେଇ ସରଗ ମୋର’ କବି ଏପରି କହିବାର କାରଣ କ'ଣ?
--- Content provided by FirstRanker.com ---
12
- 200ଟି ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ.
- ପୁସ୍ତକ ମେଳା
- ଗୁରୁ ଦିବସ
- ବେକାର ସମସ୍ୟା ଓ ତା’ର ସମାଧାନ
--- Content provided by FirstRanker.com ---
10
- ବନ୍ୟା ଦୁର୍ଗତ ଅଞ୍ଚଳର ଅଧୂବାସୀ ଭାବରେ ଖଣ୍ଡିଏ ଇନ୍ଦିରା ଆବାସ ପାଇଁ ସଂପୃକ୍ତ ଅଧୂକାରୀଙ୍କ ନିକଟକୁ ଏକ ଦରଖାସ୍ତ ଲେଖ.
--- Content provided by FirstRanker.com ---
କିମ୍ବା
ସମ୍ବାଦ ପତ୍ର ପାଠର ଉପକାରିତା ବିଷୟରେ ବୁଝାଇ ସାନ ଭାଇ ନିକଟକୁ ଏକ ପତ୍ର ଲେଖ.5
- ଓଡ଼ିଆରେ ଅନୁବାଦ କର
- New Delhi is the Capital of India.
- Smoking is injurious to health.