FirstRanker Logo

FirstRanker.com - FirstRanker's Choice is a hub of Question Papers & Study Materials for B-Tech, B.E, M-Tech, MCA, M.Sc, MBBS, BDS, MBA, B.Sc, Degree, B.Sc Nursing, B-Pharmacy, D-Pharmacy, MD, Medical, Dental, Engineering students. All services of FirstRanker.com are FREE

📱

Get the MBBS Question Bank Android App

Access previous years' papers, solved question papers, notes, and more on the go!

Install From Play Store

Download NIOS 10th Class April 2015 233 Oriya Question Paper

Download NIOS (National Institute of Open Schooling) Class 10 (Secondary) April 2015 233 Oriya Question Paper

This post was last modified on 22 January 2020

This download link is referred from the post: NIOS 10th Class (Secondary) Last 10 Years 2010-2020 Previous Question Papers || National Institute of Open Schooling


Firstranker's choice

www.FirstRanker.com

This question paper consists of 25 questions and 4 printed pages.

--- Content provided by FirstRanker.com ---

ଏହି ପ୍ରଶ୍ନପତ୍ରରେ ମୋଟ 25ଟି ପ୍ରଶ୍ନ ଅଛି ଏବଂ 4 ମୁଦ୍ରିତ ପୃଷ୍ଠା ଅଛି ।

Roll No. Code No.
ରୋଲ୍ ନମ୍ବର 50/S/A/OR
ODIA (233) SET A
(ଓଡ଼ିଆ)
Day and Date of Examination
ପରୀକ୍ଷାର ଦିନାଙ୍କ ଓ ତାରିଖ
Signature of Invigilators
ପରୀକ୍ଷକ ମାନଙ୍କ ହସ୍ତାକ୍ଷର ନିରୀକ୍ଷକଙ୍କ ସ୍ବାକ୍ଷର
1.
2.

ସାଧାରଣ ନିର୍ଦ୍ଦେଶାବଳୀ :

  1. ପ୍ରଶ୍ନପତ୍ରର ପ୍ରଥମ ପୃଷ୍ଠାରେ ପରୀକ୍ଷାର୍ଥୀ ନିଜର ରୋଲ୍ ନମ୍ବର ନିର୍ଦ୍ଦିଷ୍ଟ ସ୍ଥାନରେ ନିଶ୍ଚିତ ଲେଖନ୍ତୁ ।
  2. ପ୍ରଶ୍ନପତ୍ରର ସମସ୍ତ ମୁଦ୍ରିତ ପୃଷ୍ଠା ଓ ସଂଖ୍ୟା ପ୍ରଶ୍ନପତ୍ରର ପ୍ରଥମ ପୃଷ୍ଠାରେ ଦିଆଯାଇଥିବା ସଂଖ୍ୟା ସହ ମିଳାଇ ନିଅନ୍ତୁ । ପ୍ରଶ୍ନଗୁଡ଼ିକ କ୍ରମାନୁଯାୟୀ ଅଛି କି ନାହିଁ ଦେଖି ନିଅନ୍ତୁ ।
  3. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖନ୍ତୁ ।
  4. --- Content provided by FirstRanker.com ---

  5. ସମସ୍ତ ପ୍ରଶ୍ନର ଉତ୍ତର ନିର୍ଦ୍ଧାରିତ ସମୟ ଭିତରେ ଦେବାକୁ ହେବ ।
  6. ଉତ୍ତର ପୁସ୍ତିକାର ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ପରୀକ୍ଷାର୍ଥୀ ଯଦି ନିଜ ରୋଲ୍ ନମ୍ବର ଲେଖନ୍ତି କିମ୍ବା ଅନ୍ୟ କିଛି ଚିହ୍ନ ଦିଅନ୍ତି, ତେବେ ପରୀକ୍ଷାର୍ଥୀଙ୍କୁ ଅଯୋଗ୍ୟ ଘୋଷିତ କରାଯିବ ।
  7. ପ୍ରଶ୍ନପତ୍ରର କୋଡ଼ ନମ୍ବର 50/S/A/OR, Set A ଉତ୍ତର ପୁସ୍ତିକାରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଲେଖନ୍ତୁ ।

www.FirstRanker.com

Firstranker's choice

--- Content provided by FirstRanker.com ---

www.FirstRanker.com

ODIA (ଓଡ଼ିଆ) (233)

ସମୟ : 3 ଘଣ୍ଟା ] [ପୂର୍ଣ୍ଣ ସଂଖ୍ୟା : 100

ନିର୍ଦ୍ଦେଶ : (i) ପ୍ରତି ପ୍ରଶ୍ନର ଉତ୍ତର ଦିଅ ।

(ii) ପ୍ରତ୍ୟେକ ପ୍ରଶ୍ନ ସମ୍ମୁଖରେ ନିର୍ଦ୍ଧାରିତ ସଂଖ୍ୟା (ମାର୍କ୍) ସୁଚିତ ହୋଇଛି ।

  1. ବିପରୀତାର୍ଥ ବୋଧକ ଶବ୍ଦ ଲେଖ (4ଟିର) । 2 ସରଳ, ଉନ୍ନତି, ମହଙ୍ଗା, ସାକ୍ଷର, ଧନୀ
  2. --- Content provided by FirstRanker.com ---

  3. ସନ୍ଧି ବିଚ୍ଛେଦ କର (ଯେ କୌଣସି ତିନୋଟିର) । 3 ବିଦ୍ୟାଳୟ, ମଧୂକ୍ତି, ମହୀନ୍ଦ୍ର, ସୁଧାଂଶୁ
  4. ପରୋକ୍ଷୋକ୍ତିରେ ପରିଣତ କର । 1 ଗୋବିନ୍ଦ ଗୋପାଳକୁ କହିଲା – “ବଂଧୁ, ତୁମପାଇଁ ଅପେକ୍ଷାରେ ମୋର ଦିନ ତମାମ କଟିଲା ।”
  5. ନିମ୍ନଲିଖିତ ବାକ୍ୟଗୁଡିକ ମଧ୍ୟରୁ କେଉଁଟି ସରଳବାକ୍ୟ, କେଉଁଟି ଜଟିଳ ବାକ୍ୟ ଓ କେଉଁଟି ଯୌଗିକ ବାକ୍ୟ ଚିହ୍ନାଇ ଦିଅ । 3
    1. ଶିକ୍ଷକ କହିଲେ “ରାମ ଆସନ୍ତାକାଲି ନିଶ୍ଚୟ ସମ୍ବଲପୁର ଯିବ ।”
    2. ତାଙ୍କର ଅନେକ ଧନସଂପରି ଥାଏ ଓ ଅନେକ କ୍ରୀତଦାସ ଥାଆନ୍ତି ।
    3. ପିଲାଟି ଆସୁ ଆସୁ କାଦୁଅରେ ପଡ଼ିଗଲା ।
    4. --- Content provided by FirstRanker.com ---

  6. ରୂଢ଼ିମାନଙ୍କର ଅର୍ଥ ଲେଖ (3ଟିର) । 3 ଅହି-ନକୁଳ ସଂପର୍କ, ଜିରାରୁ ଶିରା କାଢ଼ିବା, ବୋଝ ର ନଳିତା ବିଡ଼ା, ଆକାଶ କଇଁଆ
  7. ନିମ୍ନଲିଖିତ ସମୋଚ୍ଚାରିତ ଶବ୍ଦର ଅର୍ଥ ଲେଖ 2 ଲକ୍ଷ-ଲକ୍ଷ୍ୟ, ଦିନ-ଦୀନ
  8. ନିମ୍ନଲିଖିତ ଶବ୍ଦମାନଙ୍କ ସହିତ ତା’ର ପ୍ରତିଶବ୍ଦ ବାଛି ଲେଖ । 2 ଶବ୍ଦ ଆକାଶ, ଆଖି, ଗାଈ, ବଂଶୀ ପ୍ରତିଶବ୍ଦ – ମୁରଲୀ, ଧେନୁ, ଗଗନ, ନୟନ
  9. ନିମ୍ନଲିଖିତ ପ୍ରତ୍ୟୟଗୁଡ଼ିକ ମଧ୍ୟରୁ ଯେ କୌଣସି 3ଟି ପ୍ରତ୍ୟୟକୁ ନେଇ ଗୋଟିଏ ଗୋଟିଏ ଶବ୍ଦ ଗଠନ କର । 3 ଅନ, ଅବ, ଉଆ, ଇ
  10. --- Content provided by FirstRanker.com ---

  11. ‘ସୋଦର’ ଶବ୍ଦର ଅର୍ଥ ଯେଉଁଟି ଠିକ୍, ବଂଧନୀ ମଧ୍ୟରୁ ବାଛି ଲେଖ । 1 [ ସହୋଦରଭାଇ, ସହୋଦର, ସମ୍ୟକ ଉଦାର, ସାଦର ]
  12. ‘ବଖାଣି’ ଶବ୍ଦର ଅର୍ଥ ବଂଧନୀ ମଧ୍ୟରୁ ବାଛି ଲେଖ । 1 [ ଅର୍ଥ କରିବା, ବୁଝାଇ କହିବା, ପ୍ରକାଶ କରିବା ]
  13. ନିମ୍ନଲିଖିତ ଶବ୍ଦ ସହିତ ଅନୁରୂପ ଶବ୍ଦ ସଂଯୋଗ କରି ଯୁଗ୍ମଶବ୍ଦରେ ପରିଣତ କର । 2 ଅଦଳ, ଲୁଗା, ଘର, ଆଇନ
  14. ‘କ’ ସ୍ତମ୍ଭ ଶବ୍ଦମାନଙ୍କ ସହ ‘ଖ’ ସ୍ତମ୍ଭର ସମାନାର୍ଥକ ଶବ୍ଦ ସହ ମିଳାଅ । 2
    ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
    ଘଟ ରକ୍ତ
    ମାର୍ଗ ଶରୀର
    ସର୍ବଦା ରାସ୍ତା
    ରୁଧିର ନିରନ୍ତର
  15. ଏକ ପଦରେ ପ୍ରକାଶ କର । 2 ଋଣ କରେ ଯେ, ଅନୁସଂଧାନ ପାଇଁ ଇଚ୍ଛୁକ ଯେ
  16. --- Content provided by FirstRanker.com ---

  17. ମସୁରୀ ପାହାଡ଼ର ସର୍ବୋଚ୍ଚ ସ୍ଥାନର ନାମ କ’ଣ ? 1
  18. ଶୁଦ୍ଧ ଶବ୍ଦ ବାଛି ଲେଖ । 1 ମହତ୍ଵ, ମହତ୍ତ୍ଵ, ମହତ୍ତ୍ଵ
  19. ନିମ୍ନପଦଟି କି ପ୍ରକାର ପଦ, ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର 1 ଆବିଳ (ବିଶେଷ୍ୟ, ବିଶେଷଣ)
  20. ‘ବୋଇଲେ’ ଏହାର ବର୍ଭମାନ ପ୍ରଚଳିତ ରୂପ ଲେଖ । 1
  21. ‘ବର୍ଣ୍ଣ’ ଏହାର ସମାନ ଅର୍ଥ ବୁଝି ଆଉ ଏକ ଶବ୍ଦ ଲେଖ । 1
  22. --- Content provided by FirstRanker.com ---

  23. ସଂକ୍ଷେପରେ ଉତ୍ତର ଦିଅ (ଟିର) । 9
    1. ଗାଆଁର ବିଧବାଟି କିପରି ଜୀବନ କଟାଉଥିଲା ?
    2. କାହାକୁ ଏବଂ କାହିଁକି କ୍ଷଣଦୀପିତା ବୋଲି କୁହାଯାଏ ?
    3. ଯଶୋଦା ମୂର୍ତ୍ତିତା ହେଲେ କାହିଁକି ?
    4. ଉତ୍କଳ ଲକ୍ଷ୍ମୀଙ୍କୁ ଦୋଳିରେ ଝୁଲାଇବାପାଇଁ କେଉଁ ମାନେ ଅପେକ୍ଷାକରି ବସିଛନ୍ତି ?
    5. ସରୋବର ବର୍ଣ୍ଣନା କବିତାରେ କବି ନୀଳଶାଢ଼ୀ ବୋଲି କାହାକୁ କହିଛନ୍ତି ?
    6. --- Content provided by FirstRanker.com ---

    7. ବିଲଂକ ରାଜାଙ୍କର ଅଗସ୍ତିଙ୍କ ପ୍ରତି କେଉଁ ଭାବ ପ୍ରକାଶ ପାଇଛି ?
    8. ଯୁଧିଷ୍ଠିରଙ୍କ ସହିତ ସ୍ଵର୍ଗାରୋହଣ କରୁଥିବା କୁକୁରଟି ପ୍ରକୃତରେ କିଏ ?
  24. ସଂକ୍ଷେପରେ ଯେ କୌଣସି 3ଟି ପ୍ରଶ୍ନର ଉତ୍ତର ଦିଅ । 9
    1. କମ୍ପ୍ୟୁଟରର ତିନୋଟି ଉପ‌ଯୋଗିତା ଆଲୋଚନା କର ।
    2. ମସୁରୀ ଏକ କ୍ଷୁଦ୍ର ପାଶ୍ଚାତ୍ୟସହର – ବର୍ଣ୍ଣନା କର ।
    3. --- Content provided by FirstRanker.com ---

    4. ମାଡ଼ହାଣ୍ଡି ଗଳ୍ପରେ ଚୋରମାନେ ଗଲାପରେ ବୁଢ଼ୀ କ’ଣ କଲା ?
    5. ଭାରତ ଇତିହାସରେ 1942 ମସିହା ଅଗଷ୍ଟ ୨ ତାରିଖ କାହିଁକି ପ୍ରସିଦ୍ଧ ?
  25. ନିମ୍ନଲିଖିତ ପ୍ରଶ୍ନଗୁଡିକ ମଧ୍ୟରୁ ଯେ କୌଣସି 3ଟି ପ୍ରଶ୍ନର ଉତ୍ତର ଦିଅ । 21
    1. ‘ଆଚାର୍ଯ୍ୟ ଥିଲେ ବୋଲି’ ଗଳ୍ପର ନାମକରଣର ସାର୍ଥକତା ପ୍ରତିପାଦନ କର ।
    2. ମୂର୍ଖ ପଣ୍ଡିତ ସମସ୍ୟାର ସମାଧାନ କରିବାକୁ ଲେଖକ କି ପରାମର୍ଶ ଦେଇଛନ୍ତି ?
    3. --- Content provided by FirstRanker.com ---

    4. ଭାରତୀୟ ସଂସ୍କୃତିକୁ ଓଡ଼ିଶାର ଦାନ ସଂପର୍କରେ ନୀଳକଣ୍ଠ ଦାସ ଯାହା କହିବାକୁ ଚାହିଁ ଛନ୍ତି ତା’ର ମର୍ମ ଲେଖ ।
    5. ‘ରେବତୀ’ ଗଳ୍ପ ମାଧ୍ୟମରେ ଗାଳ୍ପିକ, ସମାଜର କେଉଁ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି ?
    6. ‘ଆମଘର ହାଲଚାଲ’ ରେ ଲେଖକ କାହିଁକି ନିଜକୁ ଦୋନା ବୁଡ଼ିଆ ଗୋଠ ଖଣ୍ଡିଆ ବୋଲି କହିଛନ୍ତି ?
  26. ଯେ କୌଣସି 2ଟି ପ୍ରଶ୍ନର ଉତ୍ତର ଦିଅ । 12
    1. ଗାଁର ସ୍ମୃତିକୁ ମନମଧ୍ୟରୁ ପୋଚୁନପାରି କବି ନିଜ ଗାଁ ପ୍ରତି ଅକପଟ ସମ୍ମାନ ପ୍ରଦର୍ଶନ କରଛନ୍ତି – ବ୍ୟାଖ୍ୟା କର ।
    2. --- Content provided by FirstRanker.com ---

    3. ‘ବିଶ୍ବରୂପ ଦର୍ଶନ’ କହିଲେ କ’ଣ ବୁଝ ? ଆଲୋଚନା କର ।
    4. ଇନ୍ଦ୍ରଙ୍କ ଦ୍ବାରା କରାଯାଇଥିବା ପରୀକ୍ଷାରେ ଯୁଧିଷ୍ଠିର କିପରି ଉତ୍ତୀର୍ଣ୍ଣ ହୋଇଥିଲେ, ଆଲୋଚନା କର ।
  27. ଗୋଟିଏ ବିଷୟରେ ପ୍ରବନ୍ଧ ଲେଖ (200ଟିଶବ୍ଦ ମଧ୍ୟରେ) 10
    1. ଓଡ଼ିଶାର କୃଷି ଓ କୃଷକ
    2. ବିଦ୍ୟାଳୟ ପାଠାଗାର
    3. --- Content provided by FirstRanker.com ---

    4. ଟେଲିଭିଜନ
  28. ଦୈନିକ ସଂବାଦପତ୍ର ପଢ଼ିବା ଅଭ୍ୟାସ କରିବା ପାଇଁ ସାନଭାଇକୁ ଉପଦେଶ ଦେଇ ଏକ ଚିଠି 5

    ଅଥବା

    ତୁମ ଗ୍ରାମରେ ଏକ ଡାକ୍ତରଖାନାର ଆବଶ୍ୟକତା ଦର୍ଶାଇ ନୂଆ ଡାକ୍ତରଖାନା ଖୋଲିବା ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କୁ ଏକ ଆବେଦନ ପତ୍ର ଲେଖ ।
  29. ଓଡ଼ିଆରେ ଅନୁବାଦ କର । 2
    1. Health is wealth.
    2. --- Content provided by FirstRanker.com ---

    3. Keep to the left.


--- Content provided by FirstRanker.com ---

This download link is referred from the post: NIOS 10th Class (Secondary) Last 10 Years 2010-2020 Previous Question Papers || National Institute of Open Schooling