This download link is referred from the post: NIOS 10th Class (Secondary) Last 10 Years 2010-2020 Previous Question Papers || National Institute of Open Schooling
Firstranker's choice
This question paper consists of 22 questions and 8 printed pages.
--- Content provided by FirstRanker.com ---
ଏହି ପ୍ରଶ୍ନପତ୍ରରେ ମୋଟ 22 ଟି ପ୍ରଶ୍ନ ଅଛି ଏବଂ 8 ମୁଦ୍ରିତ ପୃଷ୍ଠା ଅଛି ।
Roll No. ରୋଲ୍ ନମ୍ବର | Day and Date of Examination ପରୀକ୍ଷାର ଦିନାଙ୍କ ଓ ତାରିଖ |
ଓଡ଼ିଆ (ORIYA) --- Content provided by FirstRanker.com --- (233) | Signature of Invigilators ପରୀକ୍ଷକ ମାନଙ୍କ ହସ୍ତାକ୍ଷର
|
Code No. 44/S/A/OR
କୋଡ୍ ନମ୍ବର
ସାଧାରଣ ନିର୍ଦ୍ଦେଶାବଳୀ :
--- Content provided by FirstRanker.com ---
- ପ୍ରଶ୍ନପତ୍ରର ପ୍ରଥମ ପୃଷ୍ଠାରେ ପରୀକ୍ଷାର୍ଥୀ ନିକର ରୋଲ୍ ନମ୍ବର ନିର୍ଦ୍ଦିଷ୍ଟ ସ୍ଥାନରେ ନିଶ୍ଚିତ ଲେଖନ୍ତୁ ।
- ପ୍ରଶ୍ନପତ୍ରର ସମସ୍ତ ମୁଦ୍ରିତ ପୃଷ୍ଠା ଓ ପ୍ରଶ୍ନସଂଖ୍ୟା ପ୍ରଶ୍ନପତ୍ରର ପ୍ରଥମ ପୃଷ୍ଠାରେ ଦିଆଯାଇଥିବା ସଂଖ୍ୟା ସହ ମିଳାଇ ନିଅନ୍ତୁ । ପ୍ରଶ୍ନଗୁଡ଼ିକ କ୍ରମାନୁଯାୟୀ ଅଛି କି ନାହିଁ ଦେଖି ନିଅନ୍ତୁ ।
- ଉତ୍ତର ପୁସ୍ତିକାରେ ସମସ୍ତ ପ୍ରଶ୍ନର ଉତ୍ତର ଲେଖନ୍ତୁ ।
- ସମସ୍ତ ପ୍ରଶ୍ନର ଉତ୍ତର ନିର୍ଦ୍ଧାରିତ ସମୟ ଭିତରେ ଦେବାକୁ ହେବ ।
- ଉତ୍ତର ପୁସ୍ତିକାର ନିର୍ଦ୍ଦେଷ୍ଟ ସ୍ଥାନ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ପରୀକ୍ଷାର୍ଥୀ ଯଦି ନିଜ ରୋଲ୍ ନମ୍ବର ଲେଖନ୍ତି କିମ୍ବା ଅନ୍ୟ କିଛି ଚିହ୍ନ ଦିଅନ୍ତି ତେବେ ପରୀକ୍ଷାର୍ଥୀଙ୍କୁ ଅଯୋଗ୍ୟ ଘୋଷିତ କରାଯିବ ।
- ପ୍ରଶ୍ନପତ୍ରର କୋଡ଼ ନମ୍ବର 44/S/A/OR ଉତ୍ତର ପୁସ୍ତିକାରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଲେଖନ୍ତୁ ।
--- Content provided by FirstRanker.com ---
Firstranker's choice
ସମୟ : 3 ଘଣ୍ଟା
ପୂର୍ଣ ସଂଖ୍ୟା : 100
--- Content provided by FirstRanker.com ---
ଓଡ଼ିଆ
(ORIYA)
(233)
ନୋଟ୍ :
- ପ୍ରତି ପ୍ରଶ୍ନର ଉତ୍ତର ଦିଅ ।
- ପ୍ରତ୍ୟେକ ପ୍ରଶ୍ନ ସମ୍ମୁଖରେ ନିର୍ଦ୍ଧାରିତ ସଂଖ୍ୟା (ମାର୍କ୍) ସୁଚିତ ହୋଇଛି ।
--- Content provided by FirstRanker.com ---
- ସମସ୍ତ ପ୍ରଶ୍ନର ଉତ୍ତର ଦିଅ
-
- କେରଳର ଏକ ଉଦ୍ୟାନରେ କଅଣ ଥିଲା ?
- ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଥମ ଚାରୋଟି କ’ଣ ?
- ଠିକ୍ ଉତ୍ତରଟି ବାଛି ଲେଖ
- ‘ସଉରୀ ନାରାୟଣ’ କଅଣ ?
- (i) ଏକ ବସ୍ତୁ
- (ii) ଏକ ସ୍ଥାନ
- (iii) ଏକ ପୁସ୍ତକ
- ଝଙ୍କଡ଼ ପଟନାୟକ ଘର ଝିଅମାନେ ଭାଗବତ ବୋଲିବା ସହିତ ଆଉ କେଉଁ ଛାନ୍ଦ ଗାଉଥିଲେ ?
- (i) ରସ କଲ୍ଲୋଳ
- (ii) ବୈଦେହୀଶ ବିଳାସ
- (iii) ଲାବଣ୍ୟବତୀ
--- Content provided by FirstRanker.com ---
- “ହି ମାଳୟ ର ହି ମ ଛାୟା ତଳେ : ମସୁରୀ” ରେ କାହାର ଭ୍ରମଣ ବୃତାନ୍ତ ବର୍ଣିତ ?
- (i) ରାଜ କିଶୋର ରାୟ
- (ii) କୁନ୍ତଳା କୁମାରୀ ସାବତ
- (iii) ଗୋଲକ ବିହାରୀ ଧଳ
--- Content provided by FirstRanker.com ---
- ‘ସଉରୀ ନାରାୟଣ’ କଅଣ ?
- ‘ମାଟିରେ ମିଶିବା’ କହିଲେ କଅଣ ବୁଝାଏ ?
- (i) ମାଟିରେ ଶୋଇବା
- (ii) ମାଟିରେ ଗଡ଼ିବା
- (iii) ମୃତ୍ୟୁ ଲାଭ କରିବା
--- Content provided by FirstRanker.com ---
- ଅର୍ଥ ଲେଖ
ନାଉଁଆ ଲୋକେ, କ୍ଷୀଣ ଦୀପିତା । 1×1 - ଗୋଟିଏ ବାକ୍ୟରେ ଉତ୍ତର ଲେଖ (ଗୋଟି କର)
- ‘ସରୋବର ବର୍ଣନା’ର କବି କିଏ ?
- କୃଷ୍ଣ ମାଟି ଖାଇଛନ୍ତି ବୋଲି କିଏ ଯଶୋଦାଙ୍କ ଆଗରେ କହିଲା ?
--- Content provided by FirstRanker.com ---
- ସଂକ୍ଷିପ୍ତରେ ଉତ୍ତର ଲେଖ (ତିନୋଟିର)
- କିଏ କିପରୀ ଅଗସ୍ତିଙ୍କ ପାଦ ପୂଜା କରିଥିଲେ ?
- ଉତ୍କଳ-ଲକ୍ଷ୍ମୀଙ୍କୁ କିଏ- କିପରି ଚାମର ଘଳୁଥିଲେ ?
- ‘ଆକାଶ-କୁସୁମ’ ବୋଲି କବି କାହାକୁ ଓ କାହିଁକି କହିଛନ୍ତି ?
- ଚେତା ଫେରିବା ପରେ ଯଶୋଦା ମନରେ କ’ଣ ଭାବିଲେ ?
--- Content provided by FirstRanker.com ---
- ଯେ କୌଣସି ୩ଟି ପ୍ରଶ୍ନର ଉତ୍ତର ଦିଅ
- “ଆମେ ଭାରତୀୟ” ପ୍ରବନ୍ଧରେ ଡଃ ଏ.ପି.ଜେ. ଅବଦୁଲ କଲାମ୍ କେଉଁ ତିନୋଟି କଥା ଉପରେ ଗୁରୁତ୍ବ ଆରୋପ କରିଛନ୍ତି ?
- ଲକ୍ଷ୍ମଣ ନାୟକଙ୍କ ବ୍ୟତୀତ ଯେଉଁ ଆଦିବାସୀ ମାନେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ; ସେମାନଙ୍କ ନାମ କ’ଣ ?
- ‘ଆଚରଣ ଓ ବାତାବରଣ’ ପ୍ରବନ୍ଧରେ ରାଜା ଦେଖିଥିବା ତିନୋଟି ସ୍ବପ୍ନ କଅଣ ଥିଲା ?
- ‘ସୈନ୍ଧବ’ ଶବ୍ଦରୁ ମୁଖ୍ୟ ପଣ୍ଡିତ ସମସ୍ୟା କିପରି ସୃଷ୍ଟି ହୁଏ ଉଦାହରଣ ସହ ଲେଖ ।
--- Content provided by FirstRanker.com ---
- ଯେ କୌଣସି ଦୁଇଟି ପ୍ରଶ୍ନର ଉତ୍ତର ଲେଖ
- ‘ଛୋଟ ମୋର ଗାଆଁଟି’ କବିତା ଅବଲମ୍ବନରେ କବିଙ୍କର ଗ୍ରାମ ପ୍ରତି ଥିବା ଆକର୍ଷଣ ବର୍ଣନା କର ।
- ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ’ କବିତାରେ ଭକ୍ତି ଭାବ ଓ ବିଶ୍ବକଲ୍ୟାଣ ସ୍ବର ପ୍ରତିଫଳିତ ବର୍ଣନା କର ।
- ‘ସରୋବର ବର୍ଣନା’ କବିତାରୁ କବିଙ୍କର ସୌନ୍ଦର୍ଯ୍ୟ ପ୍ରିତିର ବର୍ଣନା କର ।
--- Content provided by FirstRanker.com ---
- ଯେ କୌଣସି ତିନୋଟି ପ୍ରଶ୍ନର ଉତ୍ତର ଦିଅ
- ‘ମାଡ଼ ହାଣ୍ଡି’ ଗଳ୍ପରେ ଲେଖକ ଶ୍ରମକୁ ମର୍ଯ୍ୟାଦା ଦେଉଛନ୍ତି – କିପରି ?
- ‘ଆଚାର୍ଯ୍ୟ ଥେଲେ ବୋଲି’ ଗଳ୍ପର ନାମକରଣର ସାର୍ଥକତା ଦର୍ଶାଅ ।
- ‘ଦୂର ପାହାଡ଼’ ଏକାଙ୍କିକାରୁ ବି ମଳଙ୍କ ଚରିତ୍ର ଚିତ୍ରଣ କର ।
- ଅଶିକ୍ଷା ଓ କୁସଂସ୍କାରର ବୀସମୟ ପରିଣତି ‘ରେବତୀ’ ଗଳ୍ପରେ ଫକୀର ମୋହନ ସେନାପତି ନିଚ୍ଛକ ଭାବରେ ଫୁଟାଇଛନ୍ତି – ପ୍ରତିପାଦନ କର ।
--- Content provided by FirstRanker.com ---
- ବିପରୀତ ଶବ୍ଦ ଲେଖ ।
ଅନ୍ଧାର, ପୂର୍ବ, ଉଦୟ । 1×3 - ସନ୍ଧି ବିଚ୍ଛେଦ କର (ସଂସ୍କୃତରେ)
ବିଦ୍ୟାଳୟ--- Content provided by FirstRanker.com ---
ରବିନ୍ଦ୍ର
ଭାବାବେଶ
ସର୍ବୋତ୍ତମ 1×3 - ନିମ୍ନ ଶବ୍ଦକୁ ବିଶେଷଣ ପଦରେ ପ୍ରକାଶ କର
ମନ, ଦୟା । 1×2 - ପ୍ରତି ଶବ୍ଦ ଲେଖ
ପାଣି, ଆକାଶ | 1×2 - ‘ବାସନ କୁସନ’ ଭଳି ଆଉ ତିନୋଟି ଯୁଗ୍ମ ଶବ୍ଦ ଲେଖ । 3
- ନିମ୍ନରେ ଦିଆଯାଇଥିବା ସେମୋଚାରିତ ଶବ୍ଦକୁ ବାକ୍ୟରେ ବ୍ୟବହାର କର
କୂଳ, କୁଳ । 1×2 - ପରୋକ୍ଷ ଉକ୍ତି ରେ ପରିଣତ କର
ଶିକ୍ଷକ କହିଲେ, “ଈଶ୍ବର ତୁମର ମଙ୍ଗଳ କରୁନ୍ତୁ ?” 1 - ନିମ୍ନ ବାକ୍ୟ ମଧ୍ୟରୁ କେଉଁଟି ସରଳ, କେଉଁଟି ଜଟିଳ ଓ କେଉଁଟି ଯୌଗିକ ଚିହ୍ନାଇ ଦିଅ ।
- (i) ସେ କଟକ ଗଲେ ।
- (ii) ତୁମେ ଆସ ନହେଲେ ମୁଁ ଯିବି ।
- (iii) ଯଦି ତୁମେ ଏକାଗ୍ର ଚିତ୍ତରେ ଭଗବାନଙ୍କୁ ପ୍ରାର୍ଥନା କର, ତେବେ ସେ ତୁମର ଦୁର୍ଦଶା ଦୂର କରିବେ ।
--- Content provided by FirstRanker.com ---
- କ'ଣ ହେବ
ସମୟ + ଈକ । 1 - ୨୦୦ ଶବ୍ଦ ମଧ୍ୟରେ ଯେ କୌଣସି ଗୋଟିଏ ବିଷୟରେ ରଚନା ଲେଖ ।
- (i) ଶୀତ ରୁତୁ
- (ii) ଉତ୍କଳ ଦିବସ
- (iii) ତୁମ ଜୀବନର ଲକ୍ଷ୍ୟ
--- Content provided by FirstRanker.com ---
- ତୁମେ ପରିକ୍ଷାରେ ପାଶ୍ କରିଥିବା ଖବର ଜଣାଇ ବନ୍ଧୁଙ୍କ ନିକଟକୁ ଚିଠିଟିଏ ଲେଖ ।
କିମ୍ବା
ତୁମ ଗ୍ରାମରେ ପାନୀୟ ଜଳର ଅଭାବ ଦର୍ଶାଇ ନଳକୂପ ବସାଇବା ପାଇଁ ଗ୍ରାମବାସିଙ୍କ ତରଫରୁ ମଣ୍ଡଳ ଉନ୍ନୟନ ଅଧୂକାରୀ (ବି.ଡି.ଓ.) ନିକଟକୁ ଦରଖାସ୍ତଟିଏ ଲେଖ । 5 - ଗୋଟି କର ଭାବ ସଂପ୍ରସାରଣ କର
- (i) ଅତି ଗର୍ବେ ହତ ଲଙ୍କା
- (ii) ଯେସାକୁ ତେ ସା
- ଅନୁବାଦ କର
- (i) India is my country.
- (ii) Who is there ?
--- Content provided by FirstRanker.com ---
--- Content provided by FirstRanker.com ---
--- Content provided by FirstRanker.com ---
--- Content provided by FirstRanker.com ---
--- Content provided by FirstRanker.com ---
SPACE FOR ROUGH WORK / ରଫ୍ କାର୍ଯ୍ୟ ପାଇଁ ସ୍ଥାନ